This is the Trace Id: f042a57037232e033c2c653dbb6d4fbe
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ Azure Copilot Windows Surface Xbox Outlook Accessories Microsoft AI Microsoft Security Azure Dynamics 365 Microsoft 365 for business Microsoft Power Platform Windows 365 Developer Center Documentation Microsoft Learn Microsoft Tech Community Microsoft Marketplace Visual Studio Software companies View Sitemap

Windows Vista ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍

Windows Vista ପାଇଁ Windows Vista ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windowsର ସର୍ବାଧିକ ବ୍ୟବହୃତ କ୍ଷେତ୍ରର ଏକ ଆଂଶିକ ଅନୁବାଦ ହୋଇଥିବା ପାଠାନ୍ତର ପ୍ରଦାନ କରେ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

ଡାଉନ୍​ଲୋଡ୍ କରନ୍ତୁ
  • ସଂସ୍କରଣ:

    1.0

    ପ୍ରକାଶିତ ତାରିଖ:

    11/15/2023

    ଫାଇଲ ନାମ:

    LIP_or-IN.mlc

    ଫାଇଲ୍ ଆକାର:

    2.7 MB

    Windows Vista ପାଇଁ Windows Vista ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windowsର ସର୍ବାଧିକ ବ୍ୟବହୃତ କ୍ଷେତ୍ରର ଏକ ଆଂଶିକ ଅନୁବାଦ ହୋଇଥିବା ପାଠାନ୍ତର ପ୍ରଦାନ କରେ. LIP ସଂସ୍ଥାପନା କରିବା ପରେ, ୱିଜାର୍ଡ, ସଂଳାପ ବାକ୍ସଗୁଡିକ, ମେନୁ, ସହାୟତା ଓ ସମର୍ଥନ ବିଷୟରେ, ଓ ଉପଭୋକ୍ତା ଇଣ୍ଟର୍‌ଫେସ୍‌ରେ ଥିବା ଅନ୍ୟାନ୍ୟ ଆଇଟମ୍‌ଗୁଡିକରେ ଥିବା ପାଠ LIP ଭାଷାରେ ପ୍ରଦର୍ଶିତ ହେବ. ଯେଉଁ ପାଠଗୁଡିକ ଅନୁବାଦ ହୋଇନାହିଁ Windows Vistaର ମୂଳ ଭାଷାରେ ରହିବ. ଉଦାହରଣ ସ୍ଵରୂପ, ଯଦି ଆପଣ Windows Vistaରଏକ ସ୍ପେନୀୟ ପାଠାନ୍ତର କିଣିଛନ୍ତି, ଓ ଏକ କାଟାଲାନ୍ LIP ସଂସ୍ଥାପିତ କରିଛନ୍ତି, କିଛି ପାଠ ସ୍ପେନୀୟରେ ରହିବ. ଆପଣ ଏକରୁ ଅଧିକ LIP ସଂସ୍ଥାପନା କରିପାରିବେ, ତେଣୁ କମ୍ପ୍ୟୁଟରର ପ୍ରତ୍ୟେକ ଉପଭୋକ୍ତା ତାଙ୍କର ମନମୁତାବକ ଭାଷାରେ ଉପଭୋକ୍ତା ଇଣ୍ଟରଫେସ୍ ପ୍ରଦର୍ଶନ କରିପାରିବେ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows Vista

    • Microsoft Windows Vista
    • ନିମ୍ନସ୍ଥ ଭାଷା(ଗୁଡିକ)ରେ ଉପଭୋକ୍ତା ଇଣ୍ଟର୍‌ଫେସ୍: ଇଂରାଜୀ, ସ୍ପେନୀୟ, ଫରାସୀ, ଋଷିୟ, ସେର୍ବିୟ (ଲାଟିନ୍), କ୍ରୋଏଟିଆନ, ନରୱେୟାନ୍ (ବୋକ୍‌ମାଲ)
    • ଡାଉନ୍‌ଲୋଡ୍ ପାଇଁ 4.63 Mb ର ମୁକ୍ତ ସ୍ପେସ୍ ରହିଛି
    • ସେଟ୍‌‌ଅପ୍ ପାଇଁ 15 Mb ର ମୁକ୍ତ ସ୍ପେସ୍ ରହିଛି

    ସମର୍ଥିତ ପ୍ଲାଟ୍‌ଫର୍ମ୍‌ଗୁଡିକ: LIPs Windows Vistaର କେବଳ 32-ବିଟ୍ ପାଠାନ୍ତରରେ କାର୍ଯ୍ୟ କରେ ଓ Windowsର ପୂର୍ବବର୍ତ୍ତୀ ପାଠାନ୍ତରଗୁଡିକରେ କିମ୍ବା Windows Vistaର 64-ବିଟ୍ ପାଠାନ୍ତରରେ ସଂସ୍ଥାପିତ ହୋଇପାରିବ ନାହିଁ.
    1. ଏହି ପୃଷ୍ଠାରେ କ୍ଲିକ୍ କରନ୍ତୁ ଡାଉନ୍‌ଲୋଡ୍ ବଟନ୍ ଡାଉନ୍‌ଲୋଡ୍ ଆରମ୍ଭ କରିବାକୁ, କିମ୍ବା ଡ୍ରପ୍‌-ଡାଉନ୍ ସାରଣୀରୁ ଏକ ଭିନ୍ନ ଭାଷା ଚୟନ କରନ୍ତୁ ଓ କ୍ଲିକ୍ କରନ୍ତୁ ଯାଆନ୍ତୁ.
    2. ନିମ୍ନୋକ୍ତରୁ ଗୋଟିଏ କରନ୍ତୁ:
      • ସଙ୍ଗେସଙ୍ଗେ ସଂସ୍ଥାପନା ଆରମ୍ଭ କରିବାକୁ, କ୍ଲିକ୍ କରନ୍ତୁ ଖୋଲନ୍ତୁ କିମ୍ବା ଏହାର ସାମ୍ପ୍ରତିକ ଅବସ୍ଥାନରୁ ଏହି ପ୍ରୋଗ୍ରାମ୍‌ଟିକୁ ଚଲାନ୍ତୁ.
      • ପରେ ସଂସ୍ଥାପନା କରିବାକୁ ଡାଉନ୍‌ଲୋଡ୍‌ଟି ଆପଣଙ୍କ କମ୍ପ୍ୟୁଟରରେ କପି କରିବାକୁ, କ୍ଲିକ୍ କରନ୍ତୁ ସଂରକ୍ଷଣ କିମ୍ବା ଏହି ପ୍ରୋଗ୍ରାମ୍‌ ଡିସ୍କରେ ସଂରକ୍ଷଣ କରନ୍ତୁ.
ଓଡ଼ିଆ (ଭାରତ)
ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକର ଅପ୍ଟ-ଆଉଟ୍ ଆଇକନ୍ ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକ
ଉପଭୋକ୍ତା ସ୍ୱାସ୍ଥ୍ୟ ଗୋପନୀୟତା Contact Microsoft Privacy & Cookies Manage cookies Terms of Use Trademarks About our ads