This is the Trace Id: 7404cee7bed070f5ae632b1b8d677bd9
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ Azure Copilot Windows Surface Xbox Outlook Accessories Microsoft AI Microsoft Security Azure Dynamics 365 Microsoft 365 for business Microsoft Power Platform Windows 365 Developer Center Documentation Microsoft Learn Microsoft Tech Community Microsoft Marketplace Visual Studio Software companies View Sitemap

Windows 8.1 ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍ (LIP)

Windows 8.1 ଲାଙ୍ଗୁଏଜ୍ ଇଣ୍ଟରଫେସ୍ ପ୍ୟାକ୍ (LIP) Windows 8.1 ର ସର୍ବାଧିକ ବହୁଳ ଭାବରେ ବ୍ୟବହୃତ କ୍ଷେତ୍ରଗୁଡିକ ପାଇଁ ଏକ ଆଂଶିକ ଭାବରେ ସ୍ଥାନୀୟକୃତ ଉପଭୋକ୍ତା ଇଣ୍ଟରଫେସ୍ ପ୍ରଦାନ କରେ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    1.0

    ପ୍ରକାଶିତ ତାରିଖ:

    7/15/2024

    ଫାଇଲ ନାମ:

    LIP_or-IN-64bit.mlc

    LIP_or-IN-32bit.mlc

    ଫାଇଲ୍ ଆକାର:

    4.1 MB

    2.7 MB

    Windows ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ. LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍‌ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ. ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 8.1 ର ମୂଳ ଭାଷାରେ ରହିବ. ଉଦାହରଣ ସ୍ୱରୂପ, ଯଦି ଆପଣ Windows 8.1 ର ଏକ ସ୍ପେନୀୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାଟାଲାନ୍ LIP ସଂସ୍ଥାପନ କରିଛନ୍ତି, କିଛି ପାଠ୍ୟ ସ୍ପେନୀୟରେ ଦୃଶ୍ୟଲବ୍ଧ ହେବ. ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIP ଗୁଡିକ ସମସ୍ତ Windows 8.1 ସଂସ୍କରଣଗୁଡିକରେ ସଂସ୍ଥାପିତ ହେବ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 8.1

    • ସିଷ୍ଟମ୍ ଆବଶ୍ୟକରାଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    • ପୂର୍ବ-ସ୍ଥାପନ ନିର୍ଦ୍ଦେଶାବଳୀଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    1. ଏହି ପୃଷ୍ଠାରେ ଡାଉନ୍‌ଲୋଡ୍ ପ୍ରାରମ୍ଭ କରିବାକୁ ଡାଉନ୍‌ଲୋଡ୍ ବଟନ୍ କ୍ଲିକ୍ କରନ୍ତୁ, କିମ୍ଵା ଡ୍ରପ୍-ଡାଉନ୍ ତାଲିକା ଠାରୁ ଏକ ଭିନ୍ନ ଭାଷା ଚୟନ କରନ୍ତୁ.
    2. ନିମ୍ନୋକ୍ତ ମଧ୍ୟରୁ ଗୋଟିଏ କରନ୍ତୁ:
      • ତୁରନ୍ତ ସଂସ୍ଥାପନ ପ୍ରାରମ୍ଭ କରିବାକୁ, ଚାଳନ କ୍ଲିକ୍ କରନ୍ତୁ.
      • ଏକ ପରବର୍ତ୍ତି ସମୟରେ ସଂସ୍ଥାପନ୍ ପାଇଁ ଆପଣଙ୍କର କମ୍ପ୍ୟୁଟର୍‌କୁ ଡାଉନ୍‌ଲୋଡ୍ ସଂରକ୍ଷଣ କରିବାକୁ, ସଂରକ୍ଷଣ କ୍ଲିକ୍ କରନ୍ତୁ
    • ସଂସ୍ଥାପନ ପରବର୍ତ୍ତି ନିର୍ଦ୍ଦେଶାବଳୀଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    • ଜ୍ଞାତ ତ୍ରୁଟିଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

ଓଡ଼ିଆ (ଭାରତ)
ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକର ଅପ୍ଟ-ଆଉଟ୍ ଆଇକନ୍ ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକ
ଉପଭୋକ୍ତା ସ୍ୱାସ୍ଥ୍ୟ ଗୋପନୀୟତା Contact Microsoft Privacy & Cookies Manage cookies Terms of Use Trademarks About our ads