This is the Trace Id: 3530d1739f32e3eb67ba0d9adb27107c
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ Azure Copilot Windows Surface Xbox Outlook Accessories Microsoft AI Microsoft Security Azure Dynamics 365 Microsoft 365 for business Microsoft Power Platform Windows 365 Developer Center Documentation Microsoft Learn Microsoft Tech Community Microsoft Marketplace Visual Studio Software companies View Sitemap

Windows 7 ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍

Windows 7 ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP), Windows 7 ର ସର୍ବାଧିକ ବ୍ୟବହୃତ ଅଞ୍ଚଳ ପାଇଁ ଏକ ଆଂଶୀକ ଅନୁବାଦିତ ଉପଭୋକ୍ତା ଇଣ୍ଟର୍‌ଫେସ୍ ପ୍ରଦାନ କରେ

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    1.0

    ପ୍ରକାଶିତ ତାରିଖ:

    7/15/2024

    ଫାଇଲ ନାମ:

    LIP_or-IN-64bit.mlc

    LIP_or-IN-32bit.mlc

    ଫାଇଲ୍ ଆକାର:

    4.7 MB

    3.0 MB

    Windows ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍‌ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 7 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 7 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIP ଗୁଡିକ ସମସ୍ତ Windows 7 ସଂସ୍କରଣଗୁଡିକରେ ସଂସ୍ଥାପିତ ହେବ ।
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 7

    • Microsoft Windows 7
    • Windows 7 ର ଆବଶ୍ୟାକୀୟ ବେସ୍ ଭାଷାର ସଂସ୍ଥାପନ: ଇଂରାଜୀ
    • 4.63 Mb ଡାଉନ୍‌ଲୋଡ୍ ପାଇଁ ମୁକ୍ତ ସ୍ଥାନ
    • 15 Mb ର ମୁକ୍ତ ସ୍ଥାନ ସେଟ୍‌ଅପ୍ ପାଇଁ
  • ଚେତାବନୀ: ଯଦି ଆପଣଙ୍କର BitLocker ଏନ୍‌କ୍ରିପ୍‌ସନ୍ ସାମର୍ଥ୍ୟ ହୋଇଛି, LIP ସଂସ୍ଥାପନ କରିବା ପୂର୍ବରୁ ତାହାକୁ ରଦ୍ଧ କରନ୍ତୁ । Control Panel ଖୋଲନ୍ତୁ, System and Security ଚୟନ କରନ୍ତୁ, ତାପରେ BitLocker Drive EncryptionSuspend Protection ରେ କ୍ଲିକ୍ କରନ୍ତୁ ।

    କାରଣ Windows 7 ର 32-ବିଟ୍ ଏବଂ 64-ବିଟ୍ ସଂସ୍କରଣ ପାଇଁ ଭିନ୍ନ ଡାଉନ୍‌ଲୋଡ୍‌‌ଗୁଡିକ ରହିଛି, ଆପଣ ଡାଉନ୍‌ଲୋଡ୍ ଆରମ୍ଭ କରିବା ପୂର୍ବରୁ, ଆପଣ Windows 7 ର କେଉଁଟି ସଂସ୍ଥାପନ କରୁଛନ୍ତି ଆପଣଙ୍କୁ ଚିହ୍ନଟ କରିବାକୁ ପଡିବ: ଆପଣ ସଂସ୍ଥାପନ କରିଥିବା Windows 7 ର କେଉଁ ସଂସ୍କରଣ କିପରି ନିର୍ଦ୍ଧାରଣ କରିବେ ଏଠାରେ ଦର୍ଶାଯାଇଛି:

    Start ବଟନ୍‌ରେ କ୍ଲିକ୍ କରନ୍ତୁ ତାପରେ କମ୍ପ୍ୟୁଟର୍‌ରେ ଡାହାଣ-କ୍ଲିକ୍ କରନ୍ତୁ ଏବଂ Properties ଚୟନ କରନ୍ତୁ । ଏହା ଆପଣଙ୍କ କମ୍ପ୍ୟୁଟର୍‌ର ମୌଳିକ ସୂଚନା ସମ୍ଵନ୍ଧରେ ଆଣିବ ।
    ସିଷ୍ଟମ୍ ପ୍ରକାର ପାଇଁ ସିଷ୍ଟମ୍ ବିଭାଗକୁ ଦେଖନ୍ତୁ । ଏହା ଚିହ୍ନଟ କରିବ ଯଦି ଆପଣଙ୍କର Windows 7 ଅପରେଟିଂ ସିଷ୍ଟମ୍ 32-ବିଟ୍ ଅପରେଟିଂ ସିଷ୍ଟମ୍ କିମ୍ଵା 64-ବିଟ୍ ଅପରେଟିଂ ସିଷ୍ଟମ୍ ହୋଇଥିବ ।

    32-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ହୁଏତ:

    1. କ୍ଲିକ୍ କରନ୍ତୁ ଡାଉନ୍‌ଲୋଡ୍ ବଟନ୍, ତାପରେ କ୍ଲିକ୍ କରନ୍ତୁ Open LIP ସଂସ୍ଥାପନ କରିବାକୁ


    2. କିମ୍ଵା

    3. କ୍ଲିକ୍ କରନ୍ତୁ ଡାଉନ୍‌ଲୋଡ୍ ବଟନ୍
      • କ୍ଲିକ୍ କରନ୍ତୁ Save ଆପଣଙ୍କର କମ୍ପ୍ୟୁଟରକୁ ଫାଇଲ୍ କପି କରିବାକୁ,
      • ଡାଉନ୍‌ଲୋଡ୍ ହୋଇଥିବା ଫାଇଲ୍‌କୁ ନାଭିଗେଟ୍ କରନ୍ତୁ ଏବଂ LIP ସଂସ୍ଥାପନ କରିବାକୁ ଏଥିରେ ଦୁଇଥର-କ୍ଲିକ୍ କରନ୍ତୁ

    64-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ନିଶ୍ଚିତ ଭାବରେ 2 ଉପରୋକ୍ତୋ ବିକଳ୍ପ ବ୍ୟବାହର କରିବେ ।
ଓଡ଼ିଆ (ଭାରତ)
ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକର ଅପ୍ଟ-ଆଉଟ୍ ଆଇକନ୍ ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକ
ଉପଭୋକ୍ତା ସ୍ୱାସ୍ଥ୍ୟ ଗୋପନୀୟତା Contact Microsoft Privacy & Cookies Manage cookies Terms of Use Trademarks About our ads