This is the Trace Id: cbc514a31d2bc0fe952487bb7759e07e
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ Azure Copilot Windows Surface Xbox Outlook Accessories Microsoft AI Microsoft Security Azure Dynamics 365 Microsoft 365 for business Microsoft Power Platform Windows 365 Developer Center Documentation Microsoft Learn Microsoft Tech Community Microsoft Marketplace Visual Studio Software companies View Sitemap

Clipchamp ର Windows ଆପ୍ଲିକେସନ୍ ବିନ୍ୟାସ କରିବାକୁ ADMX/ADML ଫାଇଲ୍‍‌ଗୁଡିକ

ଏହି ଡାଉନ୍‍‌ଲୋଡ୍‍‌ରେ ଗୋଷ୍ଠୀ ନୀତି ପ୍ରଶାସନିକ ଟେମ୍ପଲେଟ୍ ଫାଇଲ୍ (AMDX/ADML) ଅନ୍ତର୍ଭୁକ୍ତ ଅଛି ଯାହାକୁ ବ୍ୟବସ୍ଥାପକ Clipchamp ଡେସ୍କଟପ୍ ଆପ୍ଲିକେସନ୍ ପାଇଁ ସେଟିଂସମୂହ ଆଡଜଷ୍ଟ କରିବାକୁ Intune ରେ ବ୍ୟବହାର କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

ଡାଉନ୍​ଲୋଡ୍ କରନ୍ତୁ
  • ସଂସ୍କରଣ:

    2.8.0

    ପ୍ରକାଶିତ ତାରିଖ:

    7/15/2024

    ଫାଇଲ ନାମ:

    admx.zip

    ଫାଇଲ୍ ଆକାର:

    62.2 KB


    ଉପରୋକ୍ତ ଡାଉନଲୋଡ୍ ବଟନ୍ ମାଧ୍ୟମରେ ଜିପ୍ ଫାଇଲ୍ ଡାଉନଲୋଡ୍ କରନ୍ତୁ ।

    ଜିପ୍‍‌ରେ ମୁଖ୍ୟ ଫୋଲ୍ଡର୍‍‌ରେ ଗୋଟିଏ ADMX ଫାଇଲ୍ ଏବଂ ସବ୍‍‌ଫୋଲ୍ଡର୍‍‌ରେ ADML ଫାଇଲ୍‍‌ର ଏକ ତାଲିକା ରହିଛି, ଯାହା ସେଗୁଡିକର ଭାଷା କୋଡ୍ ଦ୍ୱାରା ଚୟନ କରାଯାଇଛି । ଆପଣଙ୍କ କମ୍ପ୍ୟୁଟରରେ ଜିପ୍ ଫାଇଲ୍ ସଂରକ୍ଷଣ କରିବା ପରେ, ଆପଣଙ୍କ ପସନ୍ଦର ଭାଷାର ADMX ଫାଇଲ୍ ଏବଂ ADML ଫୋଲ୍ଡର୍ ବାହାର କରନ୍ତୁ, ତାପରେ ସେଗୁଡିକ Intune ‍‌ରେ ଆମଦାନି କରନ୍ତୁ । ଏହା କରିବା ପରେ, ଆପଣ ଆପଣଙ୍କ ସଂସ୍ଥାରେ ଉପଭୋକ୍ତା ଡିଭାଇସ୍‍‌ରେ Windows ପାଇଁ Clipchamp ଡେସ୍କଟପ୍ ଆପ୍ଲିକେସନ୍
    • ବିନ୍ୟାସ (ସକ୍ଷମ କିମ୍ବା ଅକ୍ଷମ) କରିବାକୁ ସମର୍ଥ ହେବେ ।
    • ଡେସ୍କଟପ୍ ଆପ୍ଲିକେସନ୍‍‌ରେ ବ୍ୟକ୍ତିଗତ ଏକାଉଣ୍ଟ୍‍‌ଗୁଡିକ ପାଇଁ Clipchamp ର ବ୍ୟବହାର ସକ୍ଷମ କିମ୍ୱା ଅକ୍ଷମ କରନ୍ତୁ ।

    ପ୍ରଥମ ବିକଳ୍ପ ଡେସ୍କଟପ୍ ଆପ୍ଲିକେସନ୍‍‌କୁ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ କରେ, ଆପଣଙ୍କ ସଂସ୍ଥାର ଉପଭୋକ୍ତାମାନେ ଏହାକୁ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ । ସେମାନେ ଏବେ ବି ଏକ ବ୍ରାଉଜର ୱିଣ୍ଡୋରେ Clipchamp ରେ କରିପାରିବେ ।

    ଦ୍ୱିତୀୟ ବିକଳ୍ପ Clipchamp for work ସହିତ ବ୍ୟବହାର ପାଇଁ ଆପ୍ଲିକେସନ୍‍‌କୁ ରଖିଥାଏକିନ୍ତୁ Clipchamp ର ବ୍ୟକ୍ତିଗତ ସଂସ୍କରଣ ସହିତ ମଧ୍ୟ ଏହାକୁ ବ୍ୟବହାର କରିବାର ବିକଳ୍ପକୁ ଅପସାରଣ କରେ

    Windows ପାଇଁ Clipchamp ଆପ୍ଲିକେସନ୍ ସମ୍ବନ୍ଧରେ ଅଧିକ ସୂଚନା ପାଇଁ, Windows ପାଇଁ Clipchamp ଆପ୍ଲିକେସନ୍‍‌ରେ କାର୍ଯ୍ୟ ଏକାଉଣ୍ଟ୍‍‌ ସମର୍ଥନ ଦେଖନ୍ତୁ । ଆପଣଙ୍କ ଟେନାଣ୍ଟରେ Clipchamp ସକ୍ଷମ ଏବଂ ଅକ୍ଷମ କରିବା ସମ୍ବନ୍ଧରେ

    ଅଧିକ ସୂଚନା ପାଇଁ, ଆପଣଙ୍କ ସଂସ୍ଥାର ଉପଭୋକ୍ତାମାନଙ୍କ ପାଇଁ Clipchamp କିପରି ସକ୍ଷମ କିମ୍ବା ଅକ୍ଷମ କରିବେ ତାହା ଦେଖନ୍ତୁ
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 10, Windows 11

    କୌଣସି ନିର୍ଦ୍ଦିଷ୍ଟ ସିଷ୍ଟମ୍ ଆବଶ୍ୟକତା ନାହିଁ ।
  • ସଂସ୍ଥାପନ ଷ୍ଟେପ୍‍‌ଗୁଡିକ ପାଇଁ ଉପରୋକ୍ତ ବର୍ଣ୍ଣନା ଦେଖନ୍ତୁ ।
ଓଡ଼ିଆ (ଭାରତ)
ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକର ଅପ୍ଟ-ଆଉଟ୍ ଆଇକନ୍ ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକ
ଉପଭୋକ୍ତା ସ୍ୱାସ୍ଥ୍ୟ ଗୋପନୀୟତା Contact Microsoft Privacy & Cookies Manage cookies Terms of Use Trademarks About our ads